ମା
+1 vote

ମା ଗୋ ମୋର୍ ସରଗ୍ ଠାନୁ ବଡ଼ ଆର୍ ମନ୍ ଟା କେଡେ ଉଦାର

ପଦମ୍ ଫୁଲ୍ ଲେଖେନ୍ ଝଲ୍ସୀ ଉଠୁଥିସି‌ ମୁହେଁ ତାର୍ ମମତାରେ ଧାର୍


ହାତ ବୁଲେଇ ଆନଲେ ମୁଡେ ଥରେ ଥକାନ୍ ଯାଏସି ମେଟି

କଥା ରୁ ଅମୃତ ଝରୁଥିସି ସଥେ ଯେନ୍ତା ମୋତି


ନାଇଁ କହୁନୁ ବୁଝି ଯାଏସି ମନର୍ କଥା ଯେତେ

ସେନେହ ର୍ ଡୋର୍ ଥି ଜାବଡି ଧରିଥିସି ଘର୍ ଯାକୁ ସତେ,..


ମନ ବୁଝିପାରି ଅଲଗା ଅଲଗା ଵନାସି  ଦରବ୍ କେତେ

 ପାହାତଲେ ଆଜି  କୁଟି ଜୁହାର୍ କରୁଛୁ ମା ତତେ...


ଟିକେ ଜର୍ ଆନଲେ ଦିନ୍ ରାଏତ୍ ସେବା କରୁଥାଇ

ରାଏତ୍ ଯାକ ଜଗିରହେସି ଉଷୋ କସା ଦେଇ...


ମା ର୍ ସେନେହ୍ ଵଢିଛୁ ଆମେ ରଖମା ତାର୍ ମାନ୍

ତାର୍ ମଥା କେ ଟେକି ଥିମା ରଖମା ସଦା ତାର୍ ଧିଆନ୍












268 views Mar 16

Your Comment

Privacy: Your email address will only be used for sending these notifications.
Anti-spam verification:

To avoid this verification in future, please log in or register.
tribikramsahu 10,520 points
Thanks for the Kavita, Glad to know your interest over our website
+1 vote
Mar 27
Welcome to Khiaal - The Language of Heart, where you can share Kavitas, Geets, Dhagas of Sambalpuri and receive comments from other members of the community.