ଜୁହାର୍
+1 vote

ପରଵ୍ ହେଉ କି ଆମର୍ ତିହାର୍

କରସୁ ଆମେ ମୁଡିଆ ଜୁହାର

ଇଟା ସତେ ଆମର୍ ସଂସ୍କ।ର୍

ଇଥରେ ଜୁଡିଛେ ଆମର୍ ହୁରୁଦ୍ ତାର୍


ସେନେହ ଶର୍ ଧା ଆମର୍ ମନେ

ମନ୍ ହର୍ ସେ ସବୁ ଜନେ

ଵଡଖା ଲୁକକୁ କରସୁ ଜୁହାର

ପରଵ୍ ହେଉ କି ଆମର୍ ତିହାର୍


ନୁଆଖାଇ ଆମର୍ ପରୁହା ପରଵ୍

ଖୁସିମନେ ମନାସୁ ସରବ୍

ତିହାର୍ ଦିନେ କର୍ ସୁ ଜୁହାର

ମନେ ଆମର୍ ଖୁସି ର୍ ଜୁଆର


ପୁଷପୁନି ହେଉ କି ଗୁଣ୍ଡି ଖାଇ

ଜୁହାର ଭେଟ୍ ସଵ୍ କୁ ହେଇ

ଚିନ୍ ହା ହେଉଛେ ଆମର୍ ଜୁହାର

ପରଵ୍ ହଉ କି ଆମର୍ ତିହାର୍










283 views Apr 23

Your Comment

Privacy: Your email address will only be used for sending these notifications.
Anti-spam verification:

To avoid this verification in future, please log in or register.
tribikramsahu 10,520 points
Awesome :) Bahut badhiaa ...
+1 vote
Apr 25
0 votes
Apr 25
Welcome to Khiaal - The Language of Heart, where you can share Kavitas, Geets, Dhagas of Sambalpuri and receive comments from other members of the community.