ବାପା
+1 vote

କେଭେ ମୋର୍ ଅଭିମାନ୍ 

ତ କେଭେ ମୋର ସ୍ଵାଭିମାନ୍

କେଭେ ତାକର୍ ଗାଲି ଭିତରେ ଲୁକି ରହିଥିବାର୍ ସେନେହ 

ସଥେ ଅମୃତର ସମାନ୍......

କେଭେ ସାଗରର୍ ଜୁଆର୍ ଲେଖେନ୍ ଛାତି ଭିତରେ 

ଅମାପ ଆଲୋଡନ୍

ଫେର୍ କେଭେ ଇ ନୀଲିଆ ଆକାଶେ ଭାସୁଥିବା ର୍ 

ମେଘ ଖଣ୍ଡ ସମ୍...

ହେଲେ ସେ ସବୁ ଵେଲେ ଥିସନ୍ ସତେ ଯେନତା

ଗୁଟେ ଶକତ୍ ଚଟାନ୍


କେଭେ ମୋର୍ ହସ୍ ତ କେଭେ ଖୁସିର୍ ପସ୍ ରା

ମାଁ ହେଲେ ମମ୍ ତା ରୂପକ୍ ଵିଷାଳ୍ ସାଗର୍

ସେ  ହେଉଛନ୍ ସାଗର ର ଧାର୍

ଇ ମମ୍ ତା ମଈ ମାଁ ଠାରୁ ସୃଜନ୍ ହେଇଛେ ଇ ସଂସାର

ହେଲେ ସେ ହେଉଛନ୍ ଵାସ୍ତଵ୍ ସାହାରା ଇ ଦୁନିଆଁ ର୍......


ସେ ହେଉଛନ୍ ମୋର୍ ପିତ୍ରୁ ଦେବ୍ ତା.....ମୋର୍ ବାପା.....


 ତାକର୍ ପାଦ ଜୁଗଳ୍ ରେ ଆପେ ଆପେ ନଇ ଯାଏସି ମୁଡ୍..

 ଶୁଭ୍ ଆଶିଷ୍ ମିଲ୍ ସି

ଖୁସି ମିଲ୍ ସି ମନ୍ ଆର୍ ହୃଦୟ୍ କେ

ପ୍ରାପତ୍ ହେସି ମନ୍ ଲୋଭା ଶାନ୍ତି......








 



248 views Apr 27

Your Comment

Privacy: Your email address will only be used for sending these notifications.
Anti-spam verification:

To avoid this verification in future, please log in or register.
tribikramsahu 10,520 points
Bahut Badhia :)
0 votes
May 1
+1 vote
May 1
ସୃଜନୀ ମିଶ୍ର 1,390 points
How these points are given???how to increase them?
0 votes
May 1
tribikramsahu 10,520 points
Points increases as per your activities such as Posting Articles, Commenting, Voting, Flagging, etc...
ସୃଜନୀ ମିଶ୍ର 1,390 points
Ok.....got it. thank you
0 votes
May 2
Welcome to Khiaal - The Language of Heart, where you can share Kavitas, Geets, Dhagas of Sambalpuri and receive comments from other members of the community.