ଆମର ମହେଶ
+1 vote

ଆମର ଗାଁର ମହେଶ ବାବୁ ଭଲ୍ ସୁତରିଆ ବାବୁ ଟେ ।ବଡ ଲୋକ୍ କେ ସନମାନ ଦେସି ଛୋଟ ପିଲାକେ ଆଦର କରସି।ମା,ବା ର କଥା ମନସି ଜାଣା ବେଲେ ତାଣା କରସି ।ନାଇ ହୁଏ ହେତେ ଟିଙ୍ଗାଲି ପଡିଜିବା ଭାଏଲ ବଲି ଭୁଝାଲି।ସାଙ୍ଗ ମାନଙ୍କୁ ବହୁତ ଭଲପାଏସି କେଭେ ନାଇ ଯେ ପାସରି ।ପଢୁଛେ ସେ ବି.ଏସ.ସି କରମି ବଲି ଏସ୍.ଏସ୍.ସି।ଆମର ଗାଁ ସୁଜନ୍ ପିଲା ଦେଖି ଯିବାର ଲାଗି ମେଲା।କ୍ରିକେଟ ଖେଲା ଥି ବହୁତ ଯୋଶ ଇଣ୍ତିଆ ଜିତଲେ ପିଆସି ଜୁସ୍ ।ଆମର ଗାଁର ଗୁସିଆଁ ପିଲା ତାହାକେ ନାଇବଲବ ହଲିଆପିଲା ।ମଟର ଗାଡିଥି ଯାଏସି କଲେଜ୍ ଲାଇନ୍ ମରାଥି ବେଶି ନଲେଜ୍ ।କଥା ହେସି ସବକର ନେ ହସି ହସି କାହାକେ ନାଇଯେ ସେ ପସରି ।ନିଇ ପିଏସେ ମଦ ପାଏନ୍ ପିସି ଖାଲି ଦେସି ପାଏନ୍ ।ଗାଁ କବାର ଥି ଆଘୋ ହେସି ଜାହରନେ ବି ଆଘୋ ମିଶ୍ସି ।ଜହ ଲେଖଲେ ଖାତାସରବା ମହେଶବାବୁର କଥାନାଇ ସରବାର।

Bharat Meher 130 points
43 views May 23

Your Comment

Privacy: Your email address will only be used for sending these notifications.
Anti-spam verification:

To avoid this verification in future, please log in or register.
Welcome to Khiaal - The Language of Heart, where you can share Kavitas, Geets, Dhagas of Sambalpuri and receive comments from other members of the community.