ସୋର୍ ଲାଗ୍‌ସି ତକେ
+2 votes

   

              ସୋର୍ ଲାଗ୍‌ସି ତକେ


ଏବେ ବି ସୋର୍ ଲାଗ୍‌ସି ତୋର୍ 

ଚକା ମୁହୁଁର୍‌ ମୁଲ୍ କି ହସି କେ,

ହେଲେ କାଏଁ କର୍ ମି ମୁଇଁ 

ଭଲ୍ ପାଏସି ବଳି କହି ନି ପାରି ତକେ।


ଦିନେ ଦିନେ ଏନ୍ତା ଲାଗ୍‌ସି 

ଦୂରେ ଥିଲେ ବି ମୋର୍ ପାଖେ ଅଛୁ,

ଏବେ ବି ଧନ ରେ ତୁଈ ମୋର୍ 

ହୁରୁଦେ ଜାଗା ବନେଇ ରହିଛୁ।


ଦିନେ ଦିନେ ତୋର୍ କଥା ଭାବି 

ସକାଳ୍‌ ପାଇ ଯାଇସି,

ତୁଈ ମୋର୍ ପାଖ୍‌ କେ ଦିନେ ଆସ୍‌ବୁ 

ଭାବି ଭାବି ଦିନ୍ ସର୍‌ସି।



Kailash Nag 150 points
205 views Oct 7, 2018

Your Comment

Privacy: Your email address will only be used for sending these notifications.
Anti-spam verification:

To avoid this verification in future, please log in or register.
anonymous
Bhahut Sundar
0 votes
Mar 14
Welcome to Khiaal - The Language of Heart, where you can share Kavitas, Geets, Dhagas of Sambalpuri and receive comments from other members of the community.